
ପବିତ୍ର ଦୋଳପୂର୍ଣ୍ଣିମା ଓ ରଙ୍ଗର ପର୍ବ ହୋଲି ଅବସରରେ ସମସ୍ତ ଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭ କାମନା ।
ଶାନ୍ତି,ମୈତ୍ରୀ ଓ ଭାତୃଭାବ ହିଁ ହୋଲି ପର୍ବ ର ବାର୍ତା ହେଉ……
ପ୍ରଭୁ ଜଗନ୍ନାଥଙ୍କ ଅପାର କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ, ଏହାହିଁ ପ୍ରାର୍ଥନା …🙏